ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ମନୋନିତ ହେଲେ ବିବେକାନନ୍ଦ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) -: ରାଜ୍ୟ ବାର କାଉନସିଲର ନୀୟମାବଳି ଓ ପରାମର୍ଶ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ଅନ୍ତରୀଣ କମିଟି ଆଇନିଜୀବି ତଥା ଅନ୍ତରୀଣ କମିଟି ସଦସ୍ୟ ବିବେକାନନ୍ଦ ଦାସଙ୍କୁ ଜିଲ୍ଲା ଓକିଲ ସଙ୍ଘର ସମ୍ପାଦକ ଭାବେ ମନୋନ୍ୱିତ କରିଥିବା ସମ୍ପର୍କରେ ରାଜ୍ୟ ବାର କାଉନସିଲ ସମ୍ପାଦକଙ୍କୁ ଜଣାଇଥିବା ଜିଲ୍ଲା ଓକିଲ ସଙ୍ଘ ଅନ୍ତରୀଣ କମିଟିର ଅଧ୍ୟକ୍ଷ ସରୋଜରାଜ ସିଂ ସୂଚନା ଦେଇଛନ୍ତି ।