ଜିଲ୍ଲା ପରିଷଦ ସଦସ୍ୟାଙ୍କ ଶୀତବସ୍ତ୍ର ବଣ୍ଟନ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକର ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଅକ୍ଟୋବର ୩୦ ତାରିଖ ଦିନ ଗରିବ ବୁଢା ବୁଢ଼ୀ ଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇଙ୍କ ଧର୍ମପତ୍ନୀ ତଥା ବୁଗୁଡା ବ୍ଲକ ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଶନିବାର ଦିନ ନିଜ ଗ୍ରାମ ନଗୁଡୁରେ ଗରିବ ବୃଦ୍ଧ, ବୃଦ୍ଧା ଓ ବିଧବା ମାନଙ୍କୁ ଶୀତବସ୍ତ୍ର ସହ ମାସ୍କ ବଣ୍ଟନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ