ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ବନ୍ଦଡାକରା

ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର): ଶୁକ୍ରବାର ଦିନ ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ବନ୍ଦ ଡାକରା ଥିବାବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ଦାବିରଖିଛନ୍ତି ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣ, ଶିକ୍ଷିତ ଯୁବକ, ଯୁବତୀ ଓ ବହୁ ସମାଜ ସେବି ଏବଂ ବୁଦ୍ଧିଜୀବୀ ମାନେ, ଏକ ବିଶାଳ ରାଲି କରି ଦୋକାନ ବଜାର ଓ ଅକ ଚକ ଏବଂ ଶିକ୍ଷା ଅନୁଷ୍ଠାନ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଡାକରା ଦେଇଥିଲେ ଅଞ୍ଚଳବାସୀ ଆମ ଜିଲ୍ଲାରେ ବହୁ ଛାତ୍ର,ଛାତ୍ରୀ ପାଠ ପଢି ମଧ୍ୟ ବେକାର ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ପ୍ରକାଶ ରଖିଛନ୍ତି ଚିତ୍ରକୋଣ୍ଡା ଜିଲ୍ଲା ପରିଷଦ ସଭ୍ୟା, ଯଦି ଆମ ଜିଲ୍ଲା ପିଲା ଆମଜିଲ୍ଲାରେ ନିଯୁକ୍ତି ପାଅନ୍ତି ତେବେ ଆମ ଜିଲ୍ଲା ଉନ୍ନତି ହେବ ତେଣୁ ଆମ ଜିଲ୍ଲା ପିଲା ଆମ ଜିଲ୍ଲାରେ ନିଯୁକ୍ତି ପାଅନ୍ତୁ ବୋଲି ରାସ୍ତା ରୋକ କରି ଦାବି କରୁଛୁ ସରକାର ଏହାକୁ ମାନିନିଅନ୍ତୁ ଆମ ଜିଲ୍ଲାରେ ପାଞ୍ଚ ସହ ପଞ୍ଚାବନଟି ସିଟ ଭିତରୁ ତିନିଶହ ଆଠ ପିଲା ନିଯୁକ୍ତି ହୋଇଥିଲେ ସେଥିରୁ ମାତ୍ର ଚାରି ଜଣ ପିଲା ପାଇଛନ୍ତି ଏହା କିପ୍ରକାର ବିଚାର କରୁଛନ୍ତି ବୋଲି ମତ ପ୍ରକାଶ ରଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ