ଜୁରୁଡ଼ି କ୍ରେଚହଟିଂରୁ ବେଆଇନ ଟ୍ରକ ଚାନ୍ଦା ଆଦାୟ ବେଳେ ୪ଗିରଫ
ଯୋଡ଼ା, (ସମୀର ଦାସ):ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ିକ୍ରେଚ ହଟିଂଠାରେଟ୍ରକ ଅଟକାଇ ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେପୋଲିସ ୪ ଜଣଙ୍କୁଗିରଫ କରିଛିା ଗୁରୁବାର ସଂଧ୍ୟାରେ ବାମେବାରୀ ଥାନା ଏସଆଇ ବିଶ୍ୱଜିତ ବେହେରା ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ କ୍ରେଚହଟିଂଠାରେ ଚଢାଉ କରି ଦଣ୍ଡ ସୀତାରୀ,ରୁଦ୍ରନାରାୟଣ ପାତ୍ର,ଟୁକଲୁତନ୍ତୀ,ବାବୁଲାଲମୁଣ୍ଡା,ଙ୍କୁବେଆଇନ ଚାନ୍ଦା ଆଦାୟକରୁଥିବାବେଳେଗିରଫ କରିଥିଲେ । ଅଭିଯୁକ୍ତଙ୍କୁପୋଲିସକୋର୍ଟଚାଲାଣକରିଥିବାସୂଚନା ଦେଇଛି ।