ଜୟପୁର ପୋଲିସ କୁ ବଡ଼ ସଫଳତା

ଜୟପୁର,(ଓ୍ବାଇଏନ୍ଏସ୍):ଆଜି ଜୟପୁର ପୋଲିସ କୁ ମିଳିଛି ବଡ଼ ସଫଳତା ଆଜି ସକାଳୁ ଦିଲଖୁସ ନାମକ ଏକ ବସ ବ୍ରହ୍ମପୁର ରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ସେହି ବସ ରେ ୧୫ ଟି ବାସ୍ତା ରେ ଗୁଟକା ଯାଉଥିବା ଜୟପୁର ଟାଉନ ପୋଲିସ କୌଣସି ସୂତ୍ର ରୁ ଜାଣିବାକୁ ପାଇଥିଲା, ତେବେ ପୋଲିସ ଗାଡି ଟି କୁ ଟାଉନ ଥାନା ରେ ଅଟକାଇ ଗାଡି ର ତଲାସୀ ନେବା ବେଳେ ସେଠାରୁ ୧୫ ଟି ବାସ୍ତା ରେ ଗୁଟକା ଜବତ କରିଛି । ତେବେ ଉକ୍ତ ଗୁଟକା ଗୁଡିକ କାହାର ତାହା ଜଣାପଡି ନଥିବା ବେଳେ ଏହା ପୋଲିସ ପ୍ରାଥମିକ ସୂତ୍ରରୁ ଏହି ସମସ୍ତ ଗୁଟକା ମାଲକାନଗିରି ର କୌଣସି ଏକ ବ୍ୟକ୍ତି ର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଗାଡି ରେ ପାସିନଯେର ଥୁବାରୁ ଗାଡିକୁ ଛାଡିଦିଆଯାଇଛି । ଏହି ଗୁଟକା  କେତେ ଟଙ୍କା ହେବ ପୋଲିସ ସ୍ୱଷ୍ଟ କରିନଥିବା ବେଳେତାହାର ଆକଳନ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ଗିଧି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ