ଟାଟା ମୋଟର୍ସ ପକ୍ଷରୁ ବିଶ୍ୱପର୍ଯ୍ୟାବରଣ ଦିବସ ପାଳନ
ଆମଚାରିପଟେ ଏକ ସ୍ୱଚ୍ଛତର ଏବଂ ସବୁଜତର ଦୁନିଆର ପରକଳ୍ପନା ବିସ୍ତାର କରିବା ପ୍ରୟାସରେ,ଟାଟା ମୋଟର୍ସ ଗତକାଲି ବିଶ୍ୱପର୍ଯ୍ୟାବରଣ ଦିବସ (ବୁଧବାର) ଉପଲକ୍ଷେ ଦେଶ ବ୍ୟାପୀ ମୁକ୍ତ ପିୟୁସି ଚେକ ଆପ ଶିବିର ଆୟୋଜନ କରିଥିଲେ । ସମସ୍ତ ଯାତ୍ରୀବାହୀ ଯାନ ଗ୍ରାହକଙ୍କୁ କମ୍ପାନୀର ୫୭୦+ ଓା୍ୱର୍କସପ ସାରା ଭାରତରେ ମୁକ୍ତ ପ୍ରଦୂଷଣ ଯା• ଶିବିର ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଜିନିଷ ମଧ୍ୟରେ ଯଥାକ୍ରମେ ଚାରା ଗଛ ବିତରଣ ଏବଂ ପର୍ଯ୍ୟାବରଣ ଏବଂ ନିରାପଦ ଡ୍ରାଇଭିଙ୍ଗ ପ୍ରଥା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଗ୍ରାହକ ଶିକ୍ଷା ମିଳନର ଆୟୋଜନ କରାଯାଇଥିଲା ।ଗତ ବର୍ଷ, ଏହି ପ୍ରାରମ୍ଭର ଅଶଂ ଭାବରେ ଟାଟା ମୋଟର୍ସ ଓା୍ୱର୍କସପ ୧୧,୦୦୦ରୁ ଅଧିକ ଯାନ ଢାଙ୍କିଥିବା ବେଳେ ଏହି ବର୍ଷ କମ୍ପାନୀ ୧୩,୦୦୦ରୁ ଅଧିକ ଯାନ ଢାଙ୍କିବା ଲକ୍ଷ୍ୟ ହାସଲ ପାଇଁ ଯୋଜନା କରିଛି । ମାଗଣା ଚେକ ଆପ ଛଡା ବିଭିନ୍ନ ଉତ୍ପାଦ ଏବଂ ସେବା ମଧ୍ୟରେ ଯାନ ସ୍ୱାସ୍ଥ୍ୟ ଯା• (ଭିଏଚସି), ବଡି ମରାମତି, ଇଞ୍ଜିନ ଓ /ଏଚ କିଟ ଏବଂ ସହାୟକ ସମୂହ ଉପରେ ବିଶେଷ ଅଫର କୁପନ ଓା୍ୱର୍କସପ ପ୍ରଦାନ କରିଥିଲା ।


