ଟିଲୋରେ ଜାତୀୟ ଯୁବ ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଟିଲୋ ଆଥଲେଟିକ୍ ସେଲଫି ପଏଣ୍ଟ ଠାରେ ଟିଲୋ ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏଥିରେ ଇଂ.ସୁଧାଂଶୁ ଶେଖର ନାୟକ, ଇଂ.ଲକି ମାଷ୍ଟର ସ୍ୱାଇଁ, ଆଇନଜୀବି ସଂଗ୍ରାମ କେଶରୀ ଜେନା, ଏଲ.ଅମରଜିତ୍ ସ୍ୱାଇଁ, ସନ୍ତୋଷ କୁମାର ବଳ, ପର୍ଶୁରାମ ଦେବଦାସ ସାହୁ, ଧନେଶ୍ୱର ସେଠୀ, ବିଜୟ ସ୍ୱାଇଁ, ହେମନ୍ତ ସେଠୀ, ଉମେଶ ସାମଲ, ଭାଗିରଥି ମହାପାତ୍ର, ସିଲୁ ସ୍ୱାଇଁ, ରବିନ୍ଦ୍ର ଜେନା, ସୋମନାଥ ଜେନା, ନାରାୟଣ ଜେନା, ଅଭିମନ୍ୟୁ ଜେନା, ଗୋବିନ୍ଦ ଜ୍ୟୋତି ଧଳ, ସୁଶାନ୍ତ ନାୟକ, ଗୋଲକ ନାଥ, ମାଧବ ବିଶ୍ୱାଳ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ