ଟି.ଏମ୍.ସିରେ ରାକ୍ଷୀ ବାନ୍ଧିଲେ ପ୍ରବାସୀ ଭଉଣୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଭଉଣୀ ମାନେ ଭାଈ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥିବାର ଦେଖାଯାଇଛି । ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୬୦ ଜଣ ପ୍ରବାସୀ ଭାଇ ମାନଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା । କାର୍ଯ୍ୟକ୍ରମରେ ଜୟକୃଷ୍ଣ ପଢିଆରୀଙ୍କ ସମେତ ଟି.ଏମ୍.ସିର ସଦସ୍ୟ ମାନେ ସହାୟତା କରିଥିଲେ ।