ଟେକ୍ନୋ ସ୍ପାର୍କ ପାୱାର ଫ୍ଲିପ୍କାର୍ଟର ଇୟର ଏଣ୍ଡ୍ରୋ ସେଲ୍ ଉପଲବ୍ଧ

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ପାର୍କ ସିରିଜ୍ର ସ୍ମାର୍ଟଫୋନ୍ ସ୍ପାର୍କ ପାୱାରକୁ ଫ୍ଲିପ୍କାର୍ଟର ଇୟର ଏଣ୍ଡ ସେଲ୍-୨୦୧୯ରେ ସାମିଲ୍ କରାଯାଇଛି । ଏହା ଭାରତୀୟ ଯୁବବର୍ଗଙ୍କ ପାଇଁ ବଡ଼ଦିନ ଏବଂ ନୂଆବର୍ଷ ପାଇଁ ଉପଯୁକ୍ତ ଉପହାର ଭାବେ ପରିଗଣିତ ହୋଇପାରିବ । ଏହା ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହାର ମୂଲ୍ୟା ୮୪୯୯ ଟଙ୍କା ରହିଛି ।ଏଥିରେ ୬୦୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍ ରହିଛି । ଏହା ବିନା ଚାର୍ଜିଂରେ ୫ ଦିନ ପର୍ଯ୍ୟନ୍ତକାର୍ଯ୍ୟ କରିବାକୁ ସକ୍ଷମ । ଏହା ୨୯ ଘଂଟାର ଭିଡ଼ିଓ ପ୍ଲେ ବ୍ୟାକ୍, ୩୫ ଘଂଟାର କଲିଂ, ୧୭ ଘଂଟାର ଗେମିଂ ଏବଂ ୨୦୦ ଘଂଟାର ମ୍ୟୁଜିକ୍ ସୁବିଧା କେବଳ ଥରେ ଚାର୍ଜରେ ଉପଲବ୍ଧ କରିବ । ଏଥିରେ ୬.୩୫ ଇଂଚ ଏଚଡି ପ୍ଲସ୍ ଡଟ୍ ନଚ୍ ଡିସପ୍ଲେ ସହିତ ଆମୋଲଏଡ୍ ସ୍କ୍ରିନ୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ