ଟ୍ରକ ପଛ ପଟୁ ଧକ୍କାଦେଲା କାର , ୧ ମୃତ ,୫ ଗୁରୁତର

ରାୟଗଡା ଜିଲ୍ଲା ସିଲିଗୁଡା ରାସ୍ତା କଡରେ ସ୍ଥଗିତ ଥିବା ଏକ ଟ୍ରକକୁ ପଛପଟୁ କାର ଗାଡି ଧକ୍କାଦେବା ଫଳରେ କାରରେ ଥିବା ଜଣଙ୍କର ମୃତ ହୋଇଥିବା ବେଳେ ୫ ଜଣ ଗୁୁରୁତର ଆହାତ ହୋଇଛନ୍ତି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ