ଠିକାଦାର ଓ ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ୧୦ଲକ୍ଷ୍ୟ ଚଳୁ କରିବାରେ ଚାଲିଥିଲା ଯୋଜନା

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାରେ ବିକାଶ ନିମନ୍ତେ ରାଜ୍ୟ ସରକାର କେନ୍ଦ୍ରସରକାର କୋଟି କୋଟି ଟଙ୍କା ସ୍ୱାସ୍ତ୍ୟ ବିଭାଗ ପାଇଁ ଖର୍ଚ୍ଚ କରୁଛନ୍ତି ଅଞ୍ଚଳର ଗରିବ, ଜନ ସାଧାରଣ ପାଇଁ କିନ୍ତୁ ଏଠି ମୋହନା ବ୍ଲକ ବିରକୁଟ ପଞ୍ଚାୟତଥିବା ସ୍ୱାସ୍ତ୍ୟ ଆରୋଗ୍ୟ କେନ୍ଦ୍ର ଏହା ଉପରେ ଭରସା କରନ୍ତି ରାଇପଙ୍କା,ବିରକୁଟ, ମାଣ୍ଡିମେରା, ଗୁଲୁବା,ଦେଙ୍ଗେସଖାଲା,ଏପରିକି୧୦ରୁ ଉର୍ଦ୍ଧ ପଞ୍ଚାୟତର୨ହଜାର ରୁ ଉର୍ଦ୍ଧ୍ବ ପରିବାର କିନ୍ତୁ ଭଲ ଘର, ପାଣି, ଖଟ ନଥିବାରୁ ରୋଗୀ ନାଇନଥିବା ଅସୁଭିଧା ର ସମ୍ମୁଖିନ ହୁନ୍ତି ଏପରିକି ଗର୍ଭାବତୀମାଙ୍କୁ ପ୍ରସ୍ତବବେଳେ ଆଣିଲେ ଏଠି ଲେବର ଘର ନଥିବାରୁ ରୋଗୀକୁ ମୋହନା ଗୁଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ନହେଲେ ବ୍ରହ୍ମପୁର ପଠାଯାଉଛି ଏ ସବୁ କଷ୍ଟରୁ ମୁକ୍ତି ପାଇବାପାଇଁ ସରକାର ଖର୍ଚ୍ଚ କରିଛନ୍ତି୧୦ଲକ୍ଷ୍ୟରୁଉର୍ଦ୍ଧ ଟଙ୍କା ପିଇବାପାଣି, ଖଟ, ଘର ଓ ବଉଣ୍ଡରିଵାଲପାଇଁ କିନ୍ତୁ ଠିକା ଦାର ଓ ଯନ୍ତ୍ରୀ ମିଶି କିଛି ପାଇପ, ଅଧା କାନ୍ଥ ଚୁନ ମାରି ଟଙ୍କା ସାରିଯାଇଥିବା କହି ବକେୟା ଟଙ୍କା କୁ ଚଳୁ କରିବାକୁ ବସିଥିଲେ ଖବର ପ୍ରସାରଣ ପରେ ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ପହଂଚି ଘଟଣା ସ୍ଥଳେ ଦେଖିଥିଲେ କିନ୍ତୁ ସେଥିରେ୧ଲକ୍ଷ୍ୟ୫୦ହଜାର ଖର୍ଚ୍ଚ ହଇଥିବା କହିଛନ୍ତି ସେ ଫୁଣି କାମକୁ ଡ଼କାଇଛନ୍ତି ବାଉଣ୍ଡରିଵାଲ,ଛାତ, ପାଣିକାମ,ଖଟ ଆଣି ପକାଇଲେ ବିଲି ହେବ କହିଛନ୍ତି ପ୍ରକାଶ ଥାଉକି ଉକ୍ତ ଖବର ପ୍ରସାରଣ ନକରିବା ପାଇଁ ଠିକାଦାରଲଷ୍ମୀ ଆଚାର୍ଯ୍ୟ ଓ ଯନ୍ତ୍ରୀସୁଶାନ୍ତକୁମାର ଦାଶ ଆମ ପ୍ରତିନିଧି ଙ୍କୁ ଟଙ୍କା ଯାଚିଥିଲେ ନ ନେବାରୁ ଧମକ ମଧ୍ୟ୍ୟ ଦେଇଥିଲେ ତେଣୁ ଏପରି ଠିକା ଦାର, ଯନ୍ତ୍ରୀଙ୍କୁ ତୁରନ୍ତ ଦୃଡ କାର୍ଯ୍ୟ ଗ୍ରହଣ କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ