ଡକ୍ଟର ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ବିଦାୟ କାଳିନ ସମ୍ଭର୍ଦ୍ଧନା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ମହାନଗର ନିଗମର ଡକ୍ଟର ଇପସିତା ପ୍ରିୟଦର୍ଶିନୀ ମିଶ୍ର ନୂତନ ଭାବରେ ବସ୍ତି ଉନ୍ନୟନ ଅଧିକାରୀ କୁକୁଡାଖଣ୍ଡି ତହସିଲଦାର ରୁପେ ବଦଳି ହୋଇଥିବାରୁ ତାଙ୍କୁ ବିଦାୟ କାଳିନ ସମ୍ଭର୍ଦ୍ଧନା କମିସନରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଡେପୁଟି କମିସନର , ମୁଖ୍ୟବିତ୍ତ ଅଧିକାରୀ ,ନିର୍ବାହି ଯନ୍ତ୍ରୀ ,ପ୍ରବର୍ତ୍ତନ ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।ଏହି ସଭାରେ ଶ୍ରୀମତି ମିଶ୍ରଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ