ଡ଼ଙ୍ଗା ବୁଡି ଜଣେ ମୃତ

ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର): ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ନଦୀରେ ଶୁକ୍ରବାର ଦିନ ଘଟିଛି ଅଘଟଣ । ମାଛ ଧରିବା ପାଇଁ ନଦୀକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଲା ଡଙ୍ଗା, ଯାହା ଫଳରେ ମାଛ ଧରାଳି ଜଣଙ୍କ ନଦୀରେ ବୁଡି ମୃତ୍ୟୁ ଘଟି ଥିବା ସୂଚନା ମିଳିଛି । ମୃତ୍ୟୁ ଯୁବକ ଜଣଙ୍କ ହେଲେ ବଳରାମ ହନ୍ତାଳ ସେ ବଡପଡ଼ା ପଂଚାୟତ ଅନ୍ତର୍ଗତ ଖୋଜୁରୀଗୁମା ଗ୍ରାମର ବୋଲି ଜଣା ପଡ଼ିଛି । ଜାନବାଇ ସ୍ଥିତ ହାଟଗୁଡା ଘାଟରୁ ଶବକୁ ଉଦ୍ଧାର ପରେ ପରିବାରଙ୍କୁ ହସ୍ତାନ୍ତର କରା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ