ଡିଏଭି ପିଟି.ଏସ୍ .ଆର୍ .ପବ୍ଲିକ୍ ସ୍କୁଲରେ ରକ୍ଷାବନ୍ଧନ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗୁରୁବାର ଦିନ ଡିଏଭି ପିଟି.ଏସ୍ .ଆର ପବ୍ଲିକ ସ୍କୁଲ ପରିସରରେ ବଡ଼ ଧୁମଧାମରେ ପାଳିତ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତରେ ରକ୍ଷାବନ୍ଧନ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଥିଲା ।ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ଷାବନ୍ଧନ ସକାଶେ ରାକ୍ଷୀ ପ୍ରସ୍ତୁତି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ଓ ତତ୍ ସହିତ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ରକ୍ଷାବନ୍ଧନର ମଧୁର ରକ୍ଷାର ବଜାୟ ରଖିବାକୁ ଯାଇ‐ଭଞ୍ଜନଗର ସହରର ମହାନ୍ ମାନବୀ ତଥା ସମାଜସେବକଙ୍କ ନିକଟକୁ ଯାଇ ରାକ୍ଷୀର ମହତ୍ତ୍ବକୁ ଜଣାଇବା ସହ ରାକ୍ଷୀ ବାନ୍ଧିବା କାର୍ଯ୍ୟ ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ଦେଖାଯାଇଥିଲା ପରସ୍ପର ମଧ୍ୟରେ ରାକ୍ଷୀ ବାନ୍ଧିବା ସହିତ ମିଠା ଖାଇ ବିଦ୍ୟାଳୟରୁ ପ୍ରସ୍ଥାନ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ