ଡୋମେଷ୍ଟିକ ଫ୍ଲାଇଟ ଉଡାଣ ଘେନି କୌଣସି ନିଷ୍ପତ୍ତି ହୋଇନାହିଁ

ନୂଆଦିଲ୍ଲୀ : ଦେଶ ଭିତରେ ଆଭ୍ୟନ୍ତରୀଣ ଯାତ୍ରୀ ପରିବହନ ପାଇଁ ଡୋମେଷ୍ଟିକ ପାସେଞ୍ଜର ଫ୍ଲାଇଟ ଉଡାଣ ପୁନର୍ବାର ଆରମ୍ଭ କରିବା ଘେନି କୌଣସି ନିଷ୍ପତ୍ତି ହୋଇନଥିବା ସରକାରୀ ଭାବେ କୁହାଯାଇଛି । କରୋନା ଲକଡାଉନ ଦୃଷ୍ଟିରୁ ଏହି ବିମାନସେବାକୁ ବାତିଲ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ