ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ର ସପ୍ତମ ବାର୍ଷିକ ପୁର୍ତ୍ତି ଅବସରରେ ଆଲୋଚନାଚକ୍ର

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସ୍ଥିତ ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ସପ୍ତମ ବାର୍ଷିକ ପୁର୍ତ୍ତି ଅବସରରେ ଏକାଡେମୀ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକାଡେମୀର କୁନି କୁନି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉପସ୍ଥିତିରେ କେକ୍ କାଟି ଏହି ଉତ୍ସବକୁ ମହା ସମାରୋହରେ ପାଳନ କରାଯାଇଥିଲା । ଏଥିରେ ଲୋକକଳା ଏବଂ ଆଧୁନିକ ନୃତ୍ୟକୁ କିଭଳି ଆନ୍ତର୍ଜାତୀୟ ସ୍ତରରେ ପହଂଇଚାଯାଇପାରିବ ସେନେଇ ଏକାଡେମୀର ନିର୍ଦ୍ଦେଶକ ପୂର୍ଣ୍ଣଞ୍ଜୟ ଜେନା ଆଲୋଚନା କରିଥିଲେ । ସମସ୍ତ ଅଭିଭାବକ ମାନେ ଏନେଇ ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଶେଷରେ ଏକାଡେମୀର ସଭ୍ୟା ଅନିମା ସେନାପତି ଲୋକକଳାକୁ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ