ଡ୍ରିମ ଗାର୍ଲ ଙ୍କ ହାତରେ ଝାଡୁ
ଲୋକସଭା ର ବାଚସ୍ପତି ହେବା ପରେ ଓମ ବିର୍ଲା ଙ୍କ ନେତୃତ୍ୱ ରେ ଆଜି ସକାଳୁ ସଂସଦ ଭବନ ପରିସରରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ମାନେ ଏହାର ପରିସର କୁ ଝାଡୁ ମାରି ସଫା କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଥିରେ ସାମିଲ ଥିଲେ ଡ୍ରିମ ଗାର୍ଲ ହେମା ମାଳୀନି ସେ କହିଛନ୍ତି ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତି ଆବସରରେ ସଂସଦ ର ଚତୁର୍ପାଶ୍ୱ କୁ ସ୍ୱଚ୍ଚ ଭାରତ ଅଭିଯାନରେ ଶେଷ କରିବା ପାଇଁ ବାଚସ୍ପତି ଉଠାଇଥିବା ପଦକ୍ଷପ ଗ୍ରହଣ ଯୋଗ୍ୟ ।