ଡ୍ୟୁରାସେଲ ଛୋଟା ପାୱାର ଆଲକାଲାଇନ ବ୍ୟାଟେରୀ

ନୂଆଦିଲ୍ଲୀ, (ଏଜେନ୍ସି): ସ୍ୱତନ୍ତ୍ର ବ୍ୟାଟେରୀ କମ୍ପାନୀ ଡ୍ୟୁରାସେଲ୍ ପକ୍ଷରୁ ସର୍ବାଧିକ ବର୍ଷେ ଗ୍ୟାଟେଣ୍ଟି ସହିତ ଆଲକାଲାଇନ୍ ବ୍ୟାଟେରୀ ଡ୍ୟୁରାସେଲ ଛୋଟା ପାୱାରର ଶୁଭାରମ୍ଭ କରାଯାଇଛି । ପ୍ରତିଦିନ କିପରି ଏବଂ କେଉଁଠାରେ ଭାରତୀୟମାନେ ବହୁଳ ଭାବେ ବ୍ୟାଟେରୀ ବ୍ୟବହାର କରଥାନ୍ତି ତାହାର ଗଭୀରତା ବିଶ୍ଳେଷଣରୁ ପ୍ରୋତ୍ସାହିତ ଡ୍ୟୁରାସେଲ ଛୋଟା ପାୱାରର ସ୍ୱତନ୍ତ୍ର ଫର୍ମୁଲା ଭାରତର ଘରୋଇ ଉପକରଣ ତଥା ରିମୋଟ ଏବଂ ଗୋଟିଏ ସେଟ-ଟପ ବକ୍ସ ପାଇଁ ପ୍ରସ୍ତୁତ ହୋଇଛି । ଏହା ସମ୍ପୂର୍ଣ୍ଣ ବର୍ଷେ ପାଇଁ ତ୍ରୁଟିହୀନ ଚ୍ୟାନେଲ ସର୍ଫିଂର ସୁବିଧା ପ୍ରଦାନ କରିଥାଏ । ଜାତୀୟ ସ୍ତରର ବିପଣନ ସୁବିଧା ସହିତ ଏହା ନିଶ୍ଚିନ୍ତ କରୁଛି କି ଡ୍ୟୁରାସେଲ ଛୋଟା ପାୱାର ବ୍ୟାଟେରୀ ଲକ୍ଷାଧିକ ଭାରତୀୟ ପରିବାରକୁ ପ୍ରତି ବ୍ୟାଟେରୀ ମାତ୍ର ୧୭ ଟଙ୍କାରେ ଉପଲବ୍ଧ ହେଉଛି । ଭାରୀ ଡ୍ୟୁଟି ଜିଙ୍କ-କାର୍ବନ ବ୍ୟାଟେରୀ, ଡ୍ୟୁରାସେଲ ଛୋଟା ପାୱାର ବ୍ୟାଟେରୀ, ସିଏଫ୍ଏଲ୍ (କମ୍ପାକ୍ଟ ଫ୍ଲାରୋସେଣ୍ଟ ଲାଇଟ୍)ପରି ଲାଇଟ ବଲ୍ବ ତୁଳନାରେ ଏଲ୍ଇଡି ବଲବ ସହିତ ତୁଳନା କରାଯାଇପାରେ । ଯେଉଁଠାରେ କି ଉଭୟ ଉଜ୍ଜ୍ୱଳତା ଉତ୍ପନ୍ନ କରୁଥିବାବେଳେ ଏଲ୍ଇଡି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ସ୍ୱତନ୍ତ୍ର ଭାବେ ଲମ୍ବା ଅବଧି ସହିତ ପ୍ରସ୍ତୁତ । ଡ୍ୟୁରାସେଲ ପକ୍ଷରୁ ମଧ୍ୟ ଭାରତୀୟ ଘରମାନଙ୍କରେ ଡୁ଼୍ୟରାସେଲ ଅଲଟ୍ରା ସହିତ ପାୱାର-ଚାହୁଁଥିବା ଉପକରଣ ପାଇଁ ୧୦୦% ଅଧିକ ଶକ୍ତି ପ୍ରଦାନ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ