ତପ୍ତପାଣି ଘାଟିରେ ପୁଣି ଓଲଟାଇଲା ଟ୍ରକ

ମୋହନା , (ଅଂଶୁମାନ ପଣ୍ଡା) : ଭାରସାମ୍ୟସ୍ଥଳରେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପୁଣି ଓଲଟାଇଲା ଟ୍ରକ । ମଙ୍ଗଳବାର ସକାଳୁ ମୋହନା ଅଞ୍ଚଳ ପଟୁ ଏକ ଡଷ୍ଟ ବୋଝେଇ ଟ୍ରକ (ଓଡି୩୫ଏ୯୬୯୩) ଯାଉଥିବା ବେଳେ ତପ୍ତପାଣି ନିକଟସ୍ତ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ବ୍ରହ୍ମପୁର ଓ ରାୟଗଡା ଚନ୍ଦ୍ରଗିରି ଅଞ୍ଚଳକୁ ଯାତୟାତ ବାଧାପ୍ରାପ୍ତ ହଇଛି । ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଦୁର୍ଘଟଣାରେ କେହି ଆହାତ ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ