ତିନି ଜିଲ୍ଳାରେ କାଳବୈଶାଖୀ ସମ୍ଭାବନା

ଭୂବନେଶ୍ୱର ପାଣିପାଗ ବିଭାଗ ବୁଧବାର ରାତ୍ର ୮ ଟା ଭିତରେ କାଳବୈଶାଖୀ ବର୍ଷା ସହ ୩ ଟି ଜିଲ୍ଲାରେ ଘଡଘଡି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । କାଳବୈଶାଖୀ ଭୟ ଗଞ୍ଜାମ , ଗଜପତି , ନୟାଗଡ ଜିଲ୍ଲାରେ ପବନ ସହ ବର୍ଷା ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ