ଧାନ ବୋଝେଇ ଗାଡି ଓଲଟି ୫ ଆହାତ

ଗଞ୍ଜାମ ଜିଲ୍ଲା ବଡଗଡ ଥାନା ପାଟପୁର ଛକ ଠାରେ ଧାନ ବୋଝେଇ ୪୦୭ ଗାଡି ଓଲଟ ି ଗାଡି ଡ୍ରାଇଭର ସମେତ ୫ ଜଣ ଆହାତ ହୋଇଛନ୍ତି । ଗାଡି ଧକ୍କାରେ ୨ ବଳଦ ମଧ୍ୟରୁ ଜଣେ ବଳଦର ମୃତ୍ୟୁ ହୋଇଥିବା ବେଳେ ୧ ବଳଦ ଆହାତ ହୋଇଛି ।ସ୍ଥାନୀୟ ଲୋକ ଆହାତ ମାନଙ୍କୁ ଉଦ୍ଧାର କରି ବଡଗଡ ସରକାରୀ ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରରେ ଭତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ