ତିନି ଠାକୁରଙ୍କ ନବ ଯୌବନ ଦର୍ଶନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଜଗନ୍ନାଥ ମନ୍ଦିର ରେ ଆଜି ତିନି ଠାକୁରଙ୍କ ନବଯୌବନ ଦର୍ଶନ ଦେଇଛନ୍ତି ।ତିନି ଠାକୁର ଦେବସ୍ନାନ ପୁର୍ଣ୍ଣିମା ପରେ ପରେ ଜ୍ୱରରେ ପଡିଥିଲେ । ଏହାପରେ ଆଜି ଜଗନ୍ନାଥ ,ବଳଭଦ୍ର ଓ ଶୁଭଦ୍ରା ଙ୍କ ନବଯୌବନ ଦର୍ଶନ ଦେଇଛନ୍ତି । ସକାଳ ଆଳତୀ ଓ ପୁଜାର୍ଚ୍ଚନା ପରେ ଏହିଦର୍ଶନ ଦେଇଥିଲେ । ଏହି ନବେଯøବନଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଦାଳୁଙ୍କ ଭିଡ ଜମିଥିଲା ଓ ଠାକୁରଙ୍କୁ ନିଜନିଜର ମଙ୍ଗଳ କାମନା ମନାସିଥିଲେ ।ଆସନ୍ତାକାଲି ରଥଯାତ୍ରା ତିନି ଠାକୁର ତିନିରଥରେ ମାଉସୀମାଙ୍କ ଘରକୁ ଯିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ