ତିନି ଦିନ ରେ୩୯୨ଜଣ ପାର୍ଥି ନାମାଙ୍କନ ପତ୍ର ଦାଖଲ କଲେ
ମୋହନା, (ଅଂଶୁମାନ ପଣ୍ଡା) : ତିରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଠୁ ସହର ସବୁଠାରେ ଚଳ ଚଳଚଞ୍ଚଳ ହୋଇପଡ଼ିଚି, ଆସାଇ ପ୍ରାଥୀମାନେ ନିଜର ସଯୋଗୀଙ୍କ ସହ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଲୁଛି, ପ୍ରତେକ ପଞ୍ଚାୟତରେ ସରପଞ୍ଚ, ୱାଡ଼ ସଭ୍ୟ ସଭିୟା ଓ ସମିତିସଭ୍ୟ ପାଇଁ ପ୍ରାଥୀ ପତ୍ର ଦାଖଲପାଇଁ ଭିଡ ଜମୁଛି, ପ୍ରଥିପତ୍ର ଦାଖଲପାଇଁ ତୃତୀୟ ଦିବସରେ ସରପଞ୍ଚ ପ୍ରଥିପାଇଁ ୯୧ଜଣ, ୱାଡ଼ ମେମ୍ବର ପ୍ରଥିପାଇଁ ୨୩୫ଜଣ ରହିଥିବା ବେଳେ ସମିତି ସଭ୍ୟ ୬୬ଜଣ ପ୍ରାଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି, ବୁଧବାର ସୁଦ୍ଧା ସମୁଦାୟ ୩୯୨ଜଣ ପ୍ରାଥୀ ପ୍ରଥିପତ୍ର ଦାଖଲ କରିଛନ୍ତି, ପ୍ରଥମ ଦୂତୀୟ ଦିନ କୋଭିଡ ନୟମ ମାନି ଥିଲେ ତୃତୀୟ ଦିନ ରେ କୋଭିଡ ନିୟମ କୁ ଫୁ କରି ସାମାଜିକ ଦୂରତା କୁ ଭୁଲି ଭିଡ଼ ଜମି ଥିବା ଦେଖିବାକୁ ମେଳିଛି.


