ତିରିଂ ଏବଂ ବଡନାରାୟଣୀ ପଞ୍ଚାୟତ ସଟ୍ ଡାଉନ୍

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ତିରିଂ ବ୍ଲକର ଶନିବାର ଦିନ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଦୁଇ ଜଣ କରୋନା ଯୋଦ୍ଧା ଥିଲେ । ସେମାନେ ଘରେ ରହି ସେବା କରୁଥିଲେ । ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ ତିରିଂ ପଞ୍ଚାୟତର ସରପଞ୍ଚ ଅର୍ଜୁନ ମୁର୍ମୁ ୧୩ ରୁ ୧୫ ଜୁଲାଇ ଏବଂ ବଡନାରାୟଣୀ ପଞ୍ଚାୟତ ସରପଞ୍ଚ ଛୋଟରାୟ ଟୁଡୁ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଭିଡ-୧୯ ନିୟମ ଅନୁସାରେ ସଟ୍ ଡାଉନ୍ ଜାରି ରଖିଛନ୍ତି । ସମସ୍ତ ଜନସାଧାରଣ ସହଯୋଗ କରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ