ତିରିଂ ଏବଂ ବଡନାରାୟଣୀ ପଞ୍ଚାୟତ ସଟ୍ ଡାଉନ୍

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ତିରିଂ ବ୍ଲକର ଶନିବାର ଦିନ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଦୁଇ ଜଣ କରୋନା ଯୋଦ୍ଧା ଥିଲେ ।

Read more

Advertisement

ଏବେ ଏବେ