ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ହିଞ୍ଜିଳି , (ଯୁଗାବ୍ଦ ନ୍ୟୁଜ) ସମଗ୍ର ଦେଶରେ ପାଳିତ ହେଉଛି ୭୩ତମ ସ୍ୱାଧିନତା ଦିବସ । ଏହି ଅବସରରେ୍ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁଠାରେ ଏକ ଭିନ୍ନ ଧରଣରେ ପାଳିତ ହୋଇଯାଇଛି ସ୍ୱାଧିନତା ଦିବସ । ଦେଶପ୍ରେମରେ ରଙ୍ଗାନ୍ୱିତ ହୋଇ ୨୦୦ ମିଟର ଲମ୍ବର ଏକ ବିଶାଳ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁର କମ୍ପ୍ୟୁଟର ଏକାଡେମୀ ଓ ସ୍ଥାନୀୟ ଯୁବକଙ୍କ ସମେତ କମ୍ପ୍ୟୁଟର ଶିକ୍ଷକ ଶ୍ରୀ ବିକାଶ କୁମାର ମହାପାତ୍ର ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ