ଦିବ୍ୟଜୀବନ ସଂଘ ଲାଞ୍ଜିପଲ୍ଲୀ ର ୨୯ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ଦିବ୍ୟଜୀବନ ସଂଘ ଲାଞ୍ଜିପଲ୍ଲୀ ର ୨୯ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଶ୍ରୀରାମ ଚରିତ ମାନସ ଓ ନବାନ୍ନ ପାରାୟଣର ଦ୍ୱିତୀୟ ଦିବସରେ ସକାଳ ସାତଟା ସମୟରେ ପାଦୁକା ପୂଜା,ଆଳତୀ ପରେ ବ୍ୟାସ କପିଳେନ୍ଦ୍ର ପଣ୍ଡା ପାରାୟଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର,ପ୍ରଦିପ କୁମାର ପାଢୀ, ବକ୍ତା ଶ୍ରୀକୃଣ୍ଣ ଚନ୍ଦ୍ର ମିଶ୍ର, ପ୍ରବୋଧ ପାଢୀ.ମନୁବେହେରା ଙ୍କ ସମେତ ଶାଖାର ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ