ଦିଲ୍ଲୀ ଓ ହାଇଦ୍ରାବାଦ ମଧ୍ୟରେ ହେବ କାଣ୍ଟେ କି ଟକ୍କର

ନିଜର ହୋମ୍ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ନେଟ୍ ସେସନରେ ଜୋରଦାର ଅଭ୍ୟାସ କରିଛି। ପ୍ରଥମ ମୁକାବିଲା ହାରିବା ପରେ ଓପ୍ନର ଡେଭିଡ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ପ୍ରତିପକ୍ଷ ଦଳର ବୋଲରଙ୍କ ଉପରେ ଦବଦବା କାଏମ ରଖିଛନ୍ତି। ୱାର୍ଣ୍ଣର ଓ ବେୟାରଷ୍ଟୋ ଲଗାତାର ତିନୋଟି ମ୍ୟାଚରେ ପ୍ରଥମ ୱିକେଟ ପାଇଁ ୧୦୦ରୁ ଅଧିକ ରନ୍ ଯୋଡ଼ିଛନ୍ତି। ଏହି ଯୋଡ଼ିକୁ ରୋକିବା ଦିଲ୍ଲୀ ପକ୍ଷେ ସହଜ ହେବନି। ଦିଲ୍ଲୀ ଚାରୋଟି ମ୍ୟାଚରେ ୨ଟି ବିଜୟ ଓ ୨ ପରାଜୟବରଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ