ଦିଲ୍ଲୀ ରେ ଆରମ୍ଭ ହେଲା ମାଗଣା ବସ୍ ସେବା
ଦିଲ୍ଲୀ ମହିଳା ମାନଙ୍କ ପାଇଁ ଖୁସି ଖବର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଏଣିକି ମହିଳା ମାନେ ମେଟ୍ରୋ , ସରକାରୀ ବସ୍ ଗୁଡିକରେ ବିନା ମୂଲ୍ୟରେ ଯାତାୟତ କରିପାରିବେ ଯଦି କୋ÷÷ଣସି ମହିଳା ମୋଟ୍ରୋ କିମ୍ବା ବସ ରେ ଯାତାୟତ କରୁଥିବା ବେଳେ ଟିକେଟ କରିବାକୁ ଚାହିଁବେ ସେ କରିପାରିବେ । ଅନ୍ୟ ପକ୍ଷରେ ସେ କେନ୍ଦ୍ର କୁ କଟାକ୍ଷ କରି କହିଛନ୍ତି ଏହି ସେବା ପାଇଁ କେନ୍ଦ୍ର ର ସହଯୋଗ ଲୋଡାନାହିଁ । ଦିଲ୍ଲୀର ପରିବହନ ବ୍ୟବସ୍ଥା ଉପରେଲ ନଜର ପକାଇଲେ ଉଭୟ ଡିଟିସି ଏବଂ କ୍ଲଷ୍ଟର ବସ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀ ରେ ପାଖାପାଖି ୫ ହଜାର ରୁ ଉଦ୍ଦ୍ୱର୍ ବସ ଚାଲୁଛି ବୋଲି ସେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ୪୦ ହଜାରୁ ଅଧିକ ଲୋକ ଉପକୃତ ହେବ ବୋଲି ଜଣା ପଡିଛି ।


