ଦୀର୍ଘତମ ଗ୍ଲାସ୍ ବ୍ରିଜ୍
ଚୀନ୍ରେ ରହିଛି ବିଶ୍ୱର ଦୀର୍ଘତମ ଗ୍ଲାସ୍ ବ୍ରିଜ୍ । କ୍ୟାନିୟନ୍ ଉପରେ ଗ୍ଲାସ୍ ବ୍ରିଜ୍ର ଷ୍ଟିଲ ବାକ୍ସ ଗିରଡ଼ର ତିଆରି ହୋଇଛି । ୪୩୦ ମିଟର ଲମ୍ବା ଅଟେ ଏହିି ଗ୍ଲାସ୍ ବ୍ରିଜ୍ଟି, ଯାହାକି ବିଶ୍ୱର ସବୁଠାରୁ ଲମ୍ବା ବ୍ରିଜ୍ ଭାବେ ମାନ୍ୟତା ଲାଭ କରିପାରିଛି । ଭୂମି ପତ୍ତନରୁ ଏହା ୩୦୦୦ମିଟର ଉଚ୍ଚ । ଏହି ବ୍ରିଜ୍ଟି ମେ’ ୨୦୧୬ ପୂର୍ବରୁ ତିଆରି ହୋଇଛି ।


