ଦୁଇ ଡ୍ରଗ ମାଫିଆ ଗିରଫ

ଚୌଦ୍ଵାର (ସଞ୍ଜୀବ କୁମାର ତିୱାରୀ) ଟାଙ୍ଗି ଥାନା ଅଂଚଳରେ ଦୁଇଜଣ ଡ୍ରଗ ମାଫିଆଙ୍କୁ ଗିରଫ କରିଛି ଏସ ଟି ଏଫ୍ । ଗିରଫ ଦୁଇ ଜଣଙ୍କ ଠାରୁ ଛପନ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ଅଟୋମେଟିକ ରିଭଲଭର, ଚାରିଟି ଜୀବନ୍ତ ଗୁଳି ଜବତ କରାଯାଇଥିବାର ଜଣାପଡିଛି ।ଗିରଫ ଦୁଇଜଣ ହେଉଛନ୍ତି ନାୟପଲ୍ଲୀ ରେଣ୍ଟଲ କଲୋନୀ ର ଅନନ୍ତ ସାହୁ ଓ ଦୀପ୍ତିରଞ୍ଜନ ବାରିକ।ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ