ଦୁର୍ଗମ ଅଞ୍ଚଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ଅତି ଦୁର୍ଗମ ଅଞ୍ଚଳ ନିକଟସ୍ଥ ନଳାଘାଟରେ ଆଜି କୁ ଦୀର୍ଘ ୧୮ ବର୍ଷ ହେବ ଜଗନ୍ନାଥ ରଥଯାତ୍ରା ପାଳିତ ହେଉଛି । ଏହାର ଉତ୍ତପତି କରିଥିଲେ ଛେଟ ପିଲା ମାନେ ଖେଳି ବା ପାଇଁ ମାଟି ରୁ ଜଗନ୍ନାଥ ତିଆରି କରି ଆରମ୍ଭ କଲେ ଓ ରଥ ସାଇକେଲ ଛକରେ ଆରମ୍ଭ କଲେ । ଛୋଟ ପିଲାଟି ହେଲା ନଳାଘାଟର ମୁନା ପାଇକ ଆରମ୍ଭ କରିଥିଲେ ସେହ ନିଜେ ବୁଝି ଥିଲେ।ଜଗନ୍ନାଥଙ୍କୁ ପୋରଷ୍ଟ ଭିଭିସି ଘରେ ରଖି ପୂଜା କରୁଛନ୍ତି । ମୁନା ୨୦୧୮ ମସିହାରେ ମୃତ ହୋଇ ଥିଲେ । ନଳାଘାଟ ଗ୍ରାମ ବାସୀ ଆରମ୍ଭ କରି ଆସୁଛନ୍ତି । ୨୦୧୯ ମସିହାରେ ଆଡବା ପ୍ରାକ୍ତନ ଥାନା ଅଧିକାରୀ ଅଜୟ ବାରିକ ଙ୍କୁ ସପନ ହୋଇ ଥିଲା ସେ ଦିନ ଠାରୁ ଶବରି କ୍ଷେତ୍ର ନାମରେ ପରିଚିତ ହୋଇଛି ।  ଗ୍ରାମ ବାସୀ ଙ୍କୁ ଜଣା ଥିଲେ।ସେ ଦିନ ଠାରୁ ଆରମ୍ଭ ରହିଛି କରୋନ ପାଇଁ ଦୀର୍ଘ ୨ ବର୍ଷ ବନ୍ଦ ରହିଥିଲା । ଏହି ବର୍ଷ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି । ଅଞ୍ଚଳର ଆଖପାଖ ଲୋକ ରଥ ଦେଖିବାକୁ ଆସିଛନ୍ତି, ଅଡ଼ବା, ବିରିକୋଟ, ବାଲିବନ୍ଧ, ଗୁରୁଝୁଳି, ରାଇପଙ୍କା, ପାଣିଗଣ୍ଡା, ଝିଲିକି, ଅଞ୍ଚଳର ଲୋକ ଜଗନ୍ନାଥ ରଥଯାତ୍ରା ଦେଖି ବାକୁଆସି ଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ