ଦୂତି ଙ୍କ ଆଉ ଏକ ସଫଳତା
(ଯୁଗାବ୍ଦ ନ୍ୟୁଜ) ଆଉ ଏକ ସମ୍ମାନରେ ସମ୍ମୋନୀତ ହେଇଛନ୍ତି ଓଡିଶାର ସ୍ପ୍ରିଣ୍ଟର ଗାର୍ଲ ଦୂତିଚାନ୍ଦ ।ଗତକାଲି ମୁମ୍ବାଇ ରେ ଆୟୋଜିତ ହାଇ ପ୍ରୋଫାଇଲ ଆୱାର୍ଡ ଉତ୍ସବରେ ତାଙ୍କୁ ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନ ଦିଆଯାଇଛି ।ଦୈିାଡରାଣୀ ର ସଘଂର୍ଷ ଭରା ଲମ୍ବା ସମୟ ଧରି ତାଙ୍କ ସଫଳତା ପାଇଁ ଦୂତି ଙ୍କୁ ଏହି ଆୱାର୍ଡ ମିଳିଛିି ।ସେ ଅତି ଶ୍ରୀଘ୍ର କେବିସି ରେ ନଜର ଆସିବେ ଏଥି ପାଇଁ ସାରା ଓଡିଶା ବାସୀ ଉତ୍ସାହିତ ଅଛନ୍ତି ତାଙ୍କୁ ବିଗ ବି ଙ୍କ ସହ ଦେଖିବାକୁ ।