ଦେଶରେ ପ୍ରତିଷ୍ଠାହେବ୧୦୨୩ ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟ
ନୂଆଦିଲ୍ଲୀ-୧୨ ବର୍ଷରୁକମବୟସ୍କ ନାବାଳିକାଙ୍କସହିତ ଦୁଷ୍କର୍ମଏବଂ ଗଣଦୁଷ୍କର୍ମ ତଥା ମହିଳାଙ୍କସହଏଭଳିଜଘନ୍ୟ ଅପରାଧ ଘଟଣାସାରା ଦେଶକୁ ଦୋହଲାଇ ଦେଇଛି ।ମହିଳା ଓ ନାବାଳିକାଙ୍କସହିତହେଉଥିବା ଦୁଷ୍କର୍ମଏବଂ ଗଣଦୁଷ୍କର୍ମ ଅପରାଧ ଉପରେ ଅଂକୁଶଲଗାଇବାଲାଗିଯୌନ ଅପରାଧ ସହଜଡ଼ିତମାମଲାଗୁଡ଼ିକରଶୀଘ୍ରଶୁଣାଣି ନିମନ୍ତେ ପଦକ୍ଷେପ ଗ୍ରହଣକରାଯାଇଛି ।ଏପରିମାମଲାସମାଧାନ ଲାଗି ଅଧିକକଠୋରଆଇନଗତବ୍ୟବସ୍ଥାଏବଂଶୀଘ୍ରଶୁଣାଣି ନିମନ୍ତେ ଭାରତସରକାରଅପରାଧିକ ଆଇନ (ସଂଶୋଧନ) ଅଧିନିୟମ, ୨୦୧୮ ଲାଗୁକରିଛନ୍ତି । ଜାତୀୟମହିଳାସୁରକ୍ଷାମିଶନର ଅଂଶବିଶେଷସ୍ୱରୂପକେନ୍ଦ୍ରସରକାରସାରା ଦେଶରେ ୧୦୨୩ଟି ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠାକରିବାଲାଗିଯୋଜନା ଆରମ୍ଭ କରିଛନ୍ତି ।ଏହା ଅଧୀନରେବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ପଡ଼ିରହିଥିବାମାମଲା (୩୧.୦୩.୨୦୧୮ ସୁଦ୍ଧାମୋଟ ପଡ଼ିରହିଥିବାମାମଲାସଂଖ୍ୟା ୧,୬୬,୮୮୨)ଗୁଡ଼ିକୁ ଦୃଷ୍ଟିରେରଖି ସ୍ୱତନ୍ତ୍ର ଭାବେ ଦୁଷ୍କର୍ମଏବଂପୋକ୍ସୋ ଆଇନ ମାମଲାଗୁଡ଼ିକରଶୀଘ୍ରଶୁଣାଣିକରାଯିବ । ଆହୁରି ରିଟ ପିଟିସନ (ଅପରାଧିକ) ସଂଖ୍ୟା ୦୧/୨୦୧୯, ତା ୨୫.୦୭.୨୦୧୯ ସଂକ୍ରାନ୍ତରେସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବାରାୟ ଅନୁସାରେ ଦେଶରେ ପ୍ରତିଷ୍ଠାହେବାକୁ ଥିବା ୧୦୨୩ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତମଧ୍ୟରୁକେବଳପୋକ୍ସୋ ଆଇନ ଅନ୍ତର୍ଗତମାମଲାଗୁଡ଼ିକରଶୁଣାଣିଲାଗି୩୮୯ ଅଦାଲତପ୍ରତିଷ୍ଠାକରାଯିବ ।ଏସବୁସେହିଜିଲ୍ଲାଗୁଡ଼ିକରେ ଗଠନ କରାଯିବାର ପ୍ରସ୍ତାବରହିଛି, ଯେଉଁଠିଏପରି ୧୦୦ରୁ ଅଧିକମାମଲା ପଡ଼ିରହିଛି ।ଏହିଯୋଜନାସମ୍ପର୍କରେସମସ୍ତସମ୍ପୃକ୍ତରାଜ୍ୟସରକାର/କେନ୍ଦ୍ରଶାସିତ ପ୍ରଦେଶର ପ୍ରଶାସନକୁସେପ୍ଟେମ୍ବର ୨୦୧୯ରେ ସୂଚିତକରି ଦିଆଯାଇଛି । ସବୁରାଜ୍ୟଏପରି ଅଦାଲତ ଗଠନ କରିବାଏବଂଯୋଜନାକୁ ପ୍ରଭାବୀଢଙ୍ଗରେକାର୍ଯ୍ୟକାରୀକରିବାସହଏପରି ଅପରାଧ ନିରାକରଣଲାଗି ପଦକ୍ଷେପ ନେବା ପାଇଁକେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀଶ୍ରୀରବିଶଙ୍କର ପ୍ରସାଦ ରାଜ୍ୟରମୁଖ୍ୟମନ୍ତ୍ରୀମାନଙ୍କୁଚିଠିଲେଖିଅନୁରୋଧ କରିଛନ୍ତି ।
୩୫୪ଟି ସ୍ୱତନ୍ତ୍ର ପୋକ୍ସୋ ଅଦାଲତସମେତ ୭୯୨ଟି ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠାଲାଗିଏହିଯୋଜନାରେବର୍ତମାନ ସୁଦ୍ଧା ୨୯ ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରୁ ୨୪ଟି ସାମିଲହୋଇସାରିଲେଣି ।ଏସବୁରାଜ୍ୟହେଲେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଦିଲ୍ଲୀ, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଚଣ୍ଡିଗଡ଼କେନ୍ଦ୍ରଶାସିତ ପ୍ରଦେଶ, ଉତରାଖଣ୍ଡଏବଂଉତରପ୍ରଦେଶ । ଭାରତସରକାରଙ୍କ ନ୍ୟାୟବିଭାଗଏପରି ଅଦାଲତ ଗଠନ କରିବାଲାଗି ଉଚ୍ଚ ନ୍ୟାୟାଳୟଏବଂରାଜ୍ୟସରକାରଙ୍କୁଲଗାତାରସହାୟତା ପ୍ରଦାନ କରିଆସୁଛନ୍ତି । ଫଳରେମହିଳା ଓ ନାବାଳିକାଙ୍କ ପ୍ରତିହେଉଥିବା ଅପରାଧିକମାମଲାରଶୀଘ୍ରଶୁଣାଣିହୋଇପାରିବଏବଂସେମାନଙ୍କୁ ଦେଶରେ ଏକ ସୁରକ୍ଷିତବାତାବରଣ ପ୍ରଦାନ କରାଯାଇପାରିବ ।ଏହିଯୋଜନା ଅନ୍ତର୍ଗତବର୍ତମାନ ୧୨ଟି ରାଜ୍ୟରେ ୨୧୬ଟି ପୋକ୍ସେ ଅଦାଲତକାର୍ଯ୍ୟକ୍ଷମରହିଛି