ଦୈବଦୁର୍ବିପାକରେ ମୃତାହତ ପରିବାରଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ସହାୟତା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ‘କରୋନା’ ମହାମାରୀ ନେଇ ସମସ୍ତେ ଚିନ୍ତିତ । ଏଥିପାଇଁ ଏହାକୁ ପ୍ରତିହତ କରିବା ପାଇଁ ଚାରିଆଡେ ତାଲାବନ୍ଦୀ ।ଏହିତାଲାବନ୍ଦି ସମୟରେ କୌଣସି ନା କୌଣସି କାରଣରୁ ବହୁ ଲୋକ ଜୀବନ ଚାଲିଯାଇଛି ।ଏଭଳି ଘଟଣା ଘଟିଥିଲା ମୟୂରଭଂଜ ଜିଲ୍ଲାର ଜାମୁଦା ବ୍ଲକର ତେଣ୍ଡା ଗ୍ରାମର ୧୨ବର୍ଷିଆ ନାବାଳିକା କନ୍ୟା ଘର ସମ୍ମୁଖରେ ବଜ୍ରପାତରେ ମୂତ୍ୟୁ । ସେହିଭଳି ବାଙ୍ଗିରିପୋଷି ବ୍ଲକର ନିଶ୍ଚିତ ପଞ୍ଚାୟତର ଗୋଇଡାପୋଲ ଗ୍ରାମର ପାଣିରେ ବୁଡି ମୃତ୍ୟୁ ଏବଂ କାଠିବେଡା‌ ଗ୍ରାମର ସର୍ପାଘାତରେ ମୃତ୍ୟୁ ନାବାଳିକାଙ୍କ ଘରେ ପହଞ୍ଚି ଓ ସାମାଜିକ ଦୃରତା ଅବଲମ୍ବନ କରି କିଛିଟା ସହାୟତା ପ୍ରଦାନ କରିଥିଲେ ଓ ପ୍ରଶାସନକୁ ପିଡିତା ପରିବାରଙ୍କୁ ତୁରନ୍ତ ସାହାଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ