ଦ ଗ୍ରେଟ ଫେଣ୍ଡସ ଗ୍ରୁଫ ପକ୍ଷରୁ ରକ୍ତଦାନ ଶିବିର

ଗାଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍) : ଗାଙ୍ଗପୁର ସ୍ଥିତ ଶରଣ ପଣ୍ଡା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଦ ଗ୍ରେଟ ଫେଣ୍ଡସ ଗ୍ରୁଫ ଆନୁକୁଲ୍ୟର ଅନୁଷ୍ଠିତ ହୋଇଯାଇଛି । ଏହ ରକ୍ତ ଦାନ ଶିବିରରେ ସର୍ବାଧିକ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁ , କ୍ଷତ୍ରିୟବରପୁୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ରେଡକ୍ରସ ଉପଦେଷ୍ଟା ପ୍ରଧ୍ୟାପକ ବି. ଗୋବିନ୍ଦ ରାଓ ସୁର୍ଯ୍ୟନାରାୟଣ ପାତ୍ର ,ସନ୍ତୋଷ କୁମାର ବିଷୋୟୀ , ଶିଶିର କୁମାର ସ୍ୱାଇଁ , ନାରାୟଣ ବେହେରା ,ଅଜିତ କୁମାର ବେହେରା ବୁଲୁ ବିଷୋୟୀ ,ପ୍ରବୋଧ ସ୍ୱାଇଁ ,ଜିତେନ୍ଦ୍ର ସ୍ୱାଇଁ ,ସତ୍ୟନାରାୟଣ ପାତ୍ର, ଗୋବିନ୍ଦ ପାତ୍ର ,ଶମ୍ଭୁ ବିଷୋୟୀ , ଚିନ୍ମୟ ପୋଲାଇ ,ଦୀପକ ଗୈାଡ , ରବି ବିଷୋୟୀ ପ୍ରମୁଖ ନେତୃତ୍ୱ ନେଇଥିଲେ । ବିଦ୍ୟାଳୟ ତରଫରୁ ଭିକାରୀ ସ୍ୱାଇଁ , ପୂଣ୍ଣଚନ୍ଦ୍ର ପ୍ରଧାନ, ଶ୍ରୀନିବାସ ବିଷୋୟୀ , ପରିଚାଳନା ରେ ସାହାର୍ଯ୍ୟ କରିଥିଲେ । ଭଞ୍ଜନଗର ରକ୍ତ ଭଣ୍ଡାର ତରଫରୁ ଡ ଶିଶିର କୁମାର ସାବତ ,ସୁରେନ୍ଦ୍ର ମହାପାତ୍ର , ଅନିଲ କୁମାର ମହାରଣା ।, ଇତିଶ୍ରୀ ତ୍ରୀପାଠି , ବିପିନ ପାଣିଗ୍ରାହି , ସିମାଞ୍ଚଳ ସେଠୀ , ନାରାୟଣ ପାଢୀ , ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ଯୁବଗୋଷ୍ଟି ଯୋଗ ଦେବା ସହ ବରିଷ୍ଠ ଅଧିକାରୀ ମାନେ ରକ୍ତ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ