ଧର୍ମପରାୟଣ ଲାଲ ମୋହନ ବେହେରାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ବାଇଦାପୋଷୀ ଗ୍ରାମର ଧର୍ମପରାୟଣ ବ୍ଯକ୍ତି ଲାଲମୋହନ ବେହେରା(୮୪)ଙ୍କର ଏକାଦଶାହରେ । ବହୁ ବ୍ୟକ୍ତି ତାଙ୍କ ବାସ ଭବନକୁ ଯାଇ ଗଭୀର‌ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଥିଲେ । ସେଜଣେ ସମାଜସେବୀ, ପରୋପକାରୀ ଓ ଧାର୍ମିକ ବ୍ୟକ୍ତି ଥିଲେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ