ଧାନକ୍ରୟ ପାଇଁ ପ୍ରସ୍ତୁତି ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ସମବାୟ ସମିତି ଠାରେ ଧାନକ୍ରୟ ପାଇଁ ଏକ ପ୍ରସ୍ତୁତି ବୈଠକ ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତ ଯୋଗଦେଇ ଚଳିତବର୍ଷ ଧାନକ୍ରୟ ନେଇ ବିଭିନ୍ନ ମତ ଦେଇଥିଲେ । ଚାଷୀକମିଟି ସଦସ୍ୟା ସୂର୍ଯ୍ୟମଣୀ ରାଉତ, ଶରତ ଚନ୍ଦ୍ର ଜେନା, ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ଗୀତାଞ୍ଜଳୀ ପତି, ନଟବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ