ଧାରଣା ରତ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ,ଅଭିଯୁକ୍ତ ଗିରଫ
ଭୂବନେଶ୍ୱର: ଭୂବନେଶ୍ୱର ରାଜଧାନୀରେ ଲୋୟର ପିଏମଜିରେ କୋରାପୁଟ ଜିଲ୍ଲା ଲମତା ଫୁଟର ଦୁଇ ଭଉଣୀ ବିଭିନ୍ନ ଦାବି ନେଇ ଧାରଣାରତ ସମୟରେ କାଳୁ ନାମକ ଜଣେ ଯୁବକ ଯୁବତୀ ମାନଙ୍କ ନିକଟରେ ପହଞ୍ଚି ଅଶ୍ଳିଳ ଇଙ୍ଗିତ କରିବା ସହିତ ବଳକ୍ରାର ଉଦ୍ୟମ କରିଥିଲେ । ଏହା ପରେ ଦୁଇ ଭଉଣୀ କୈାଶଳ କ୍ରମେ ଘଟଣା ସ୍ଥଳରୁ ଖସି ନିକଟସ୍ଥ ପୋଲିସ କ୍ୟାମ୍ପରେ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାଳୁକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।