ନବମଶ୍ରେଣୀ ଜାତୀୟ ଗ୍ରମାଞ୍ଚଳ ମେଧାବୃତ୍ତୀ ପରୀକ୍ଷାରେ ଐସିକାନ୍ତ ପ୍ରଥମ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶାଳଣିଆଁ ହାଇସ୍କୁଲର ଐସିକାନ୍ତ ବେହେରା ଚଳିତ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତୀ ପରୀକ୍ଷାରେ ୮୮ମାର୍କ ରଖି ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ବିଷ୍ଣୁପୁର ଗ୍ରାମର ରବିନ୍ଦ୍ର ନାଥ ବେହେରା, ମନୋରମା ବେହେରାଙ୍କ ପୁଅ । ରବିନ୍ଦ୍ର ବେହେରା ଶାଳଣିଆଁ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅଛନ୍ତି । ଐସିକାନ୍ତଙ୍କ ଏହି ସଫଳତାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ