ନବରାତୀ କଳସ ଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାମା ପାଟଖଣ୍ଡାଙ୍ ପୀଠରେ ଅନୁଷ୍ଠିୁତହେଉଛି ଦୁର୍ଗାପୁଜା ସସମେତ ନବରାତ୍ରୀପୁଜା । ଏଥି ନିିମନ୍ତେ ଆଜି କଳସଯ୍‌ାତ୍ରା କରାଯାଇଛି । ମନ୍ଦିର ରୁ ସମସ୍ତେ ଏକତ୍ରିତ ହୋଇ କଳସଯାତ୍ରା ନିମନ୍ତେ ଖଡଗନଦୀକୁ ଯାଇଥିଲେ । ନଦୀ ତଟରେ ରିତିନିତି ପ୍ରକାରେ ପୁଜାର୍ଚ୍ଚନା କରି ଶତାଧିକ ମହିଳା ମୁଣ୍ଡରେ କଳସ ଧରି ମଦିର ଅଭିମୁଖେ ବାହାରିଥିଲେ । ଏହି କଳସ ଯାତ୍ରାରେ ବାଲିଗୁଡାର ନୁଆସାହି ଦୁର୍ଗା ମନ୍ଦିର ସମେତ ସମ୍‌ସ୍ତ ମ୍‌ନ୍ଦିରକୁ ଯାଇ ଦେବାଦେବୀିଙ୍କୁ ନିମନ୍ତ୍ରିତ କରିଥିଲେ ।ଏହାପରେ ପାଟଖଣ୍ଡା ମ୍‌ନ୍ଦିିରକୁ ଆସିଥିଲେ । ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ସଭାପତି ଲଳିତ ପାତ୍ର,ଉପସଭାପତି ଭୀମସେନ ବିନ୍ଧଣି, ସମ୍ପାଦକ ଶିବରାମ ପ୍ରଧାନି.ସହ ସମ୍ପାଦକ ନେତାଜୀ ଖଣ୍ଡଗିରୀ ଓ ଅର୍ଜୁନ ନାୟକ,କୋଷାଦକ୍ଷ ଅଶୋକ ସାହୁ,ଉପଦେଷ୍ଟା ଲୋକନାଥ ପାଢୀ ଓ ଡ ବିଚିତ୍ରାନନ୍ଦ ଆଚାର୍ଯ୍ୟ,ଏ ଶ୍ରୀନିବାସ ଦୋରା,ମଦନ ମୋହନ ପାଢୀ.ପବିତ୍ର ପାଢୀ ଓ ଅନ୍ୟମମାନେ ଉପସ୍ଥିତ ଥଲେ ।ଆସନ୍ତାକାଲିଠାରୁ ନବରାତ୍ରୀ ପୁଜା ଆରମ୍ଭ ହବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ