ନବରାତ୍ରୀ ଉପଲକ୍ଷେ ସତନ୍ତ ସାଧାନା ଦିବସ ପାଳିତ
(ଯୁଗାବ୍ଦ ନ୍ୟୁଜ )ଗତ ରବିବାର ଦିନ ଦିବ୍ୟ ଜୀବନ ସଂଘ, ଚିକିଟି ଦିବ୍ୟ ଜିଲ୍ଲା ସହେଯାଗରେ ସ୍ଥାନୀୟ କଳିଙ୍ଗ ଦଳୟ ଠାରେ ଏକ ସ୍ୱତନ୍ତ୍ର ସାଧନା ଦିବସ ଶାଖାର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସ୍ୱାମୀ ରାମଦାସନନ୍ଦ ସରସ୍ୱତୀ ମହାରାଜାଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି । ପ୍ରାତଃ ବ୍ରହ୍ମ ମୁହୂର୍ତ୍ତରେ ଜୟ ଗଣେଶ ,କୀର୍ତ୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ ସହ ଗୁରୁପାଦ ପୂଜା କରାଯାଇଥିଲା । ଯୋଗାସନ, ପ୍ରାଣମୟ ଶିକ୍ଷାରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ମୁନି ଋଷି ମାନେ କିଭଳି ୮୪ ଲକ୍ଷ ଯୌନି ରୁ ୮୪ ଲକ୍ଷ ପ୍ରକାର ଆସନ ଅଛି । ସେଥି ମଧ୍ୟ ରୁ ଆମର ଶରୀର ସୁସ୍ଥ ନିମନ୍ତେ ଏବଂ ସ୍ୱାମୀ ଶିବାନନ୍ଦ , ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ କିଭଳି ଆସନ ପ୍ରାଣମୟ ଦ୍ୱାରା ନିଜ ଶରୀରକୁ ସୁସ୍ଥ ରଖିବାବ ଓ ସାରା ବିଶ୍ୱର ଦିବ୍ୟ ଜୀବନ ସଂଘ ସହ ସତ୍ୟ ସନାତନ ଧର୍ମକୁ ଘରେ ଘରେ ପହଞ୍ଚାଇବା ଏକମାତ୍ର ଲକ୍ଷ୍ୟ ଥିଲା । ସେବା ,ପ୍ରେ. ଦାନ . ପବିତ୍ରତା ,ଧ୍ୟାନ, ସହ ଇଶ୍ୱର ସାକ୍ଷାକ୍ରାର ଏକମାତ୍ର ଲକ୍ଷ୍ୟ ଅଟେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂଘର ବରିଷ୍ଠ ସନୁ ସ୍ୱାମୀ ଗୋବିନ୍ଦନନ୍ଦ ସରସ୍ୱତୀ ମହାରାଜ , ସ୍ୱାମୀ ହରିଶାନନ୍ଦ ସରସ୍ୱତୀ ମହାରାଜ , ସ୍ୱାମୀ ବଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ମହାରାଜ , ସ୍ୱାମୀରାମସଦାନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ଦିବ୍ୟ ଜୀବନର ସାରାଂଶ ଅର୍ଥାତ ସ୍ୱାମୀ ଚିଦାନନ୍ଦ ଙ୍କ ବାଣୀ ର ତାତ୍ପର୍ଯ୍ୟ ବୁଝାଇଥିଲେ ।