ନବୀନଙ୍କୁ ମାସିକିଆ ରିପୋର୍ଟ କାର୍ଡ ପ୍ରଦାନ କଲେ ସଚିବ

ଭୂବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) : ଓଡିଶାର ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ସରକାର କ୍ଷମତାକୁ ଆସିବା ପରେ ନବୀନ ଲୋକମାନଙ୍କର ନିକଟତର ହୋଇ କିଭଳି ଲୋକ ମାନଙ୍କର ସେବା କରିବେ ସେଥିପ୍ରତି ନବୀବ ଗୁରୁତ୍ୱରୋପ କରିଛନ୍ତି । ପ୍ରତି ୧୫ ତାରିଖ ସୁଦ୍ଧା ସଚିବ ମାନଙ୍କୁ ରିପୋର୍ଟ କାର୍ଡ ଦେବା ନିମନ୍ତେ ନବୀନ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସବୁ ସଚିବ ମାନେ ୧୫ ତାରିଖ ସୁଦ୍ଧା ମାସିକିଆ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ସୋମବାର ଦିନ ପୂର୍ତ୍ତ, ଶକ୍ତି , ଶିକ୍ଷା ,ସ୍ୱାସ୍ଥ , ସାମାଜିକ ସୁରକ୍ଷା ଏସସି ,ଏସଟି ଉନ୍ନୟନ ଏହି ସଚିବ ମାନଙ୍କ ସମୀକ୍ଷା ବୈଠକରେ ରିପୋର୍ଟ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ