ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନରେ ସ୍ୱାଧୀନତା ଦିବସ

ବ୍ରହ୍ମପୁର : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୭୩ତମ ସ୍ୱାଧିନତା ଦିବସ ପାଳନ ସହ ଦେଶାତ୍ମବେ ।ଧକ କବିତା ପାଠେ ।ତ୍ସବ ଓ ଅ ।ଲେ ।ଚନାଚକ୍ର ସ୍ଥାନୀୟ ନବୀନ ଭବନ ପରିସରରେ ପାଳିତ ହେ ।ଇଯାଇଛି । ପ୍ରଥମେ ପ୍ରତିଷ୍ଠାନର କାଯର‌୍ୟକାରୀ ସଭାପତି ଡ଼. ଡ଼ମ୍ବୁରୁଧର ସାହୁ ଜାତୀୟ ପତାକା ଉତ୍ତେ ।ଳନ କରି ସମବେତ କବି କବୟିତ୍ରୀମାନଙ୍କୁ ଉଦବେ ।ଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ ।ଦିଙ୍କ ବଳିଷ୍ଠ ନେତୃତ୍ୱ ଯେ ।ଗୁଁ ଅ ।ଜି ଜମ୍ମୁ-କଶ୍ମୀର ମୁକ୍ତ ହେ ।ଇପାରିଲା ବେ ।ଲି ବକ୍ତମାନେ କହିବା ସହ ସ୍ୱାଧୀନତା ସଂଗ୍ରାମ ସଂପର୍କରେ ଅ ।ଲେ ।ଚନାଚକ୍ର ଅନୁଷ୍ଠିତ ହେ ।ଇଥିଲା । ଏଥିରେ ନବୀନର ସମ୍ପାଦକ ରବି ରଥ ଅଧ୍ୟକ୍ଷତା କରିଥିଲେ । ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ସୀମାଞ୍ଚଳ ସେଠୀ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ବନ୍ଦନା ମହାପାତ୍ର, ମଞ୍ଜୁ ରଥ, ସୁଶାନ୍ତ କର, କପିଳ ଚନ୍ଦ୍ର ମହାନ୍ତି, ବି.ସତ୍ୟମ୍ ଅ ।·ରୀ, ଅ ।ଡଭେ ।କେଟ ଅ ।ଦିତ୍ୟ ନାୟକ, ରାମକୃଷ୍ଣ ପାତ୍ର, ଶିବ ସୁନ୍ଦର ରଥ, ସଂସ୍କାରବାଦୀର ସଭାପତି ତ୍ରିନାଥ ମହାରଣା, ବିପ୍ର ଚରଣ ପାଢ଼ୀ, ଡ଼. ଅରୁଣ କୁମାର ଦାଶ, ସୁରେଶ ଚନ୍ଦ୍ର ତ୍ରିପାଠୀ, ବସନ୍ତ କୁମାର ଅଧିକାରୀ, ଭଗବାନ ତ୍ରିପାଠୀ, ସତ୍ୟ ନାରାୟଣ ତ୍ରିପାଠୀ, ଶେଷଦେବ ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ