ଗଞ୍ଜାମ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ ବୃକ୍ଷରେ।ପଣ

ବ୍ରହ୍ମପୁର : ୭୩ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଗଞ୍ଜାମ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ବୃକ୍ଷରେ।ପଣ କାଯର‌୍ୟକ୍ରମ ଅନୁଷ୍ଠିତ ହେ।ଇଯାଇଛି । ଚ୍ୟାମ୍ବର ଅଫ କମର୍ସର ସଭାପତି ଇ. ଶିବ ପ୍ରସାଦ ରାଓ, ଅବୈତନିକ ସମ୍ପାଦକ ଭି. ସନ୍ତେ।ଷ କୁମାର, ସର୍ଭିସ୍ ପ୍ରୋଗ୍ରାମ ପ୍ରୋଜେକ୍ଟ ଚେୟାରମ୍ୟାନ୍ ସୌରାଜ୍ୟ ସୁବୁଦ୍ଧି, ଚ୍ୟାମ୍ବରର ପୂର୍ବତନ ସଭାପତି ଭିଭିଅ ।ରଏନ ରାଓ, ଚିନ୍ନାରି ରବିନ୍ଦ୍ର ନାଥ ପ୍ରମୁଖ କାଯର‌୍ୟକାରୀ କମିଟି ସଦସ୍ୟମାନେ ଯେ।ଗ ଦେଇଥିଲେ । ସ୍କୁଲର ଚତୁଃପାଶ୍ୱର୍ରେ ୨୫ଟି ମୂଲ୍ୟବାନ ବୃକ୍ଷରେ।ପଣ କରାଯାଇଥିଲା ।   ରବି ରଥ କାଯର‌୍ୟକ୍ରମରେ ଯେ।ଗଦେଇ ବୃକ୍ଷରେ।ପଣର ଅ।ବଶ୍ୟକତା ଉପରେ ଗୁରୁତ୍ୱାରେ।ପ କରିଥିଲେ । ଦିଲ୍ଲୀ ପବ୍ଲିକ ସ୍କୁଲର ସମ୍ପାଦକ ଇଂ. ପ୍ରଶାନ୍ତ ପାତ୍ର, ଜାମୁଲା ସୁରେଶ, ସନ୍ତେ।ଷ କୁମାର ସାହୁ, କଲେଜର ଅଧ୍ୟକ୍ଷ ଓ କର୍ମ·ରୀମାନେ କାଯର‌୍ୟକ୍ରମରେ ସହଯେ।ଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ