ନବୀନ ବାଣ୍ଟିଲେ ଦାଇତ୍ୱ ,କାହାକୁ ମିଳିଲା କେଉଁ ଦାଇତ୍ୱ ଜାଣନ୍ତୁ …
ପଞ୍ଚମ ଥର ପାଇଁ ବିଜେଡି ସୁ୍ପ୍ରିମୋ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ନୁଅ୍ରା ଟିମରେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ସ୍ୱାଧିନ ମନ୍ତ୍ରୀ ରହିଛନ୍ତି ।
କାହାକୁ କଣ ଦାଇତ୍ୱ ମିଳିଛି ଚାଲିବା ଜାଣନ୍ତୁ …
( ୧ ) ପ୍ରଫୁଲ ମଲ୍ଲିକ – ଖଣି ଇସ୍ପାତ ଓ ଶିଳ୍ପ
( ୨) ବିକ୍ରମ ଆରୁଖ – ଜଙ୍ଗଲ ,ପରିବେଶ ଓ ସଂସଦୀୟ ବ୍ୟାପାର ବିଭାଗ
(୩) ନିରଞ୍ଜନ ପୂଜାରୀ – ଅର୍ଥ ଓ ଅବକାରୀ ବିଭାଗ
(୪ ) ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଖାଦ୍ୟ ଓ ଯୋଗାଣ ସମବାୟ ବିଭାଗ ,
( ୫) ଅରୁଣ କୁମାର ସାହୁ –କୃଷି. ମସ୍ର୍ୟ ,ପଶୁ ସଂପଦ ଓ ଉଚ୍ଚ ଶିକ୍ଷା ବିଭାଗ
( ୬) ଟୁକୁନି ସାହୁ – ମହିଳା ଓ ଶିଶୁ କଲ୍ୟାଣ ବିଭାଗ
( ୭ ) ପ୍ରତାପ ଜେନା – ପଞ୍ଚାୟତି ରାଜ ,ଆଇନ ନଗର ଉନ୍ନୟନ ବିଭାଗ
(୯ ) ସୁଦାମ ମାରାଣ୍ଡି –ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ,ଯୋଜନା ଏବଂ ସମ୍ମନ୍ୱିୟ
( ୧୦ ) ସୁଶାନ୍ତ ସିଂହ – ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ
(୧୧) ନବକିଶୋର ଦାସ – ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ
ସେହିପରି ରଷ୍ଟ୍ରମନ୍ତ୍ରୀ ଭାବେ …
( ୧ ) ପଦ୍ମିନୀ ଦିଆନ – ହସ୍ତ ଓ ବୟନ ଶିଳ୍ପ
( ୨ )ଅଶୋକ ପଣ୍ଡା – ବି ।ନ ଓ କାରିଗରୀ , ପବ୍ଲିକ ଏଣ୍ଟରପ୍ରାଇଜେସ
( ୩) ସମୀର ରଞ୍ଜନ ଦାସ – ସ୍କୁଲ ଓ ଗଣଶିକ୍ଷା ବିଭାଗ
(୪) ଦିବ୍ୟ ଶଙ୍କର ମିଶ୍ର – ଶକ୍ତି ଓ ଶିଳ୍ପ
(୫) ଜ୍ୟୋତି ପ୍ରକାଶ ପାଣିଗ୍ରାହି – ପର୍ଯ୍ୟଟନ ଓ ଓଡିଆ ଭାଷା ଓ ସଂସ୍କୃତି ବିଭାଗ
(୬) ପ୍ରେମାନନ୍ଦ ନାୟକ – ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା
( ୭) ରଘୁୂନନ୍ଦନ ଦାସ – ଜଳ ସଂପଦ ଏବଂ ସୂଚନା ଓ ଲୋକ ସଂପର୍କ
(୮) ତୁଷାରକାନ୍ତି ବେହେରା – କ୍ରୀଡା ଓ ଯୁବ ସେବା
(୯) ଜଗନ୍ନାଥ ସାରକା -ଅନୁସୁଚିତ ଜାତି ଓ ଜନଜାତି ବିକାଶ ବିଭାଗ