ନାବାଳିକା ଅପହରଣ ମାମଲାରେ ନାବାଳକ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ ଅଞ୍ଚଲରେ ଜଣେ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ସଂପୃକ୍ତ ନାବାଳକୁ ଗିରଫ କରିଛି । ଅପହରଣ ପରେ ନାବାଳିକାଙ୍କ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ଭଣ୍ଡାରିପୋଖରୀ ଅଞ୍ଚଳର ବିଭିନ୍ନ ଚଢାଉ କରି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ପରେ ନାବାଳିକାକୁ ପରିବାର ଜିମା ଦିଆଯାଇଥିବା ବେଳେ ଅଭିଯୁକ୍ତ ନାବାଳକକୁ ଡାକ୍ତରୀମାଇନା କରାଯାଇଥିଲା । ପୁଲିସ ପକ୍ଷରୁ ଆଜି ୨୬୦/୨୦ରେ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ