ନାମାଙ୍କନ ପତ୍ର ଦଖଲ ଦ୍ୱତୀୟ ଦିବସରେ ଗଞ୍ଜାମରେ ତିନି ପ୍ରାର୍ଥୀ

ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ ) : ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ରେ ନିର୍ବାଚନ ପାଇଁ ମାର୍ଚ୍ଚ ୧୮ ତାରିଖ ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୯ ତାରିଖ ଠାରୁ ନାମଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ସମୟ ବିଧାନ ସେବା କ୍ଷେତ୍ର ଗୁଡିକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳିର ସମୟ ବିଧାନସଭା କ୍ଷେତ୍ର ଗୁଡିକରେ ଦ୍ୱତୀୟ ପର୍ଯ୍ୟାୟ ରେ ନିର୍ବାଚନ କରାଯିବ ।ଆଜି ଆସ୍ମା ଲୋକସଭା ଆସନ ପାଇଁ ସିପିଆଇ ଏମ ଏଲ ର ଶଙ୍କର ସାହୁ ନାମାଙ୍କନ ଦାଖଲ କରିଛନ୍ତି ।ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳିର ୁ ପି ,ଶିବ ପ୍ରସାଦ ରେଡ୍ଡି ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବ୍ରହ୍ୱପୁର ବିଧାନସଭା ଅ।।ସନରୁ ଶିବାନି ଶଙ୍କର ମିଶ୍ର ସ୍ୱାଧିନପ୍ରାର୍ଥୀ ଭାବେ ନାମାଙ୍କନ ପ ତ୍ର ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ