ନିଖିଳ ଉକ୍ରଳ କାଳିଙ୍ଗ କୃଷକ ମହାସଂଘର ବୈଠକ

ବ୍ରହ୍ମପୁର ନିଳକଣ୍ଠେଶ୍ୱର ମନ୍ଦିର ପରିସରରେ ନିଖିଳ ଉକ୍ରଳ କଳିଙ୍ଗ କୃଷକ ମହାସଂଘର ରବିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ କେନ୍ଦ୍ରୀୟ କମିଟି ସଭାପତି କେ ବଳରାମ ଦାସ ,ସଂପାଦକ ଏଲ୍ ନାରସିଙ୍ଗିଲୁ ପାତ୍ର ଉପଦେଷ୍ଟା କେ, କୃର୍ଷ୍ଣମୂୁତ୍ତି ଆଇନ ଉପଦେଷ୍ଟା ପି ନରସିଂହ ପାତ୍ର ,ବୈଠକରେ ଯୋଗ ଦେଇ କୁଳର ବିକାଶ ଓ ଝିଅ ମାନଙ୍କର ବିବାହ ସମୟରେ ସାହାର୍ଯ୍ୟ ନିମନ୍ତେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା । କେନ୍ଦ୍ରୀୟ କମିଟିର ନୂତନ କର୍ମକର୍ତାଙ୍କୁ ଦାଇତ୍ୱ ଦିଆଯାଇଥିଲା । ଏହି ଅବସରରେ ମହୁରୀ ଅଂଚଳର ସଭାପତି ହାଡୁପାତ୍ର , ଗୁରୁମୁତ୍ତି ପାତ୍ର ,କେଦାରଙ୍କ ସମେତ ୫୬ ଖଣ୍ଡ ଗ୍ରାମର କୂଳଭାଇମାନେ ଯୋଗ ଦେଇ କୁଳର ବିଭିନ୍ନ ସମସ୍ୟା ଓ ତାହାର ପ୍ରତିକାର ନିମନ୍ତେ ଆଲୋଚନା କରିଥିଲେ । ଏଲ .ସୁଦାମ ସାହୁ ,ନୂତନ ସଭାପତି କେ. ବଳରାମ ଦାସ ,ସମସ୍ତଙ୍କ ର ସହଯୋଗରେ କୁଳର ବିକାଶ କରିବେ ବୋଲି ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ