ନିରାକାରପୁର ଷ୍ଟେସନରେ ଯାତ୍ରୀ ପିଉଛନ୍ତି ମଇଳା ପାଣି

ନିରାକାରପୁର(ଜୁଗାବ୍ଦ ନ୍ୟୁଜ୍‍):ସର୍ବସାଧାରଣ ସ୍ଥାନମାନଙ୍କରେ ଲୋକଙ୍କ ପାନୀୟ ଜଳ ଉପରେ ବିଶେଷ ଧ୍ୟାନ ଦିଆଯାଉ ଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନରେ । ଏହି ଷ୍ଟେସନର ପ୍ଲାଟଫର୍ମରେ ପୂର୍ବରୁ ଦୁଇଟି ଟ୍ୟୁବଲ ଥିଲା । ବହୁ ଦିନର ଦାବି ପରେ କିଛି ବର୍ଷ ତଳେ ୪ଟି ଯାକ ପ୍ଲାଟଫର୍ମକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରାଗଲା । ପରେ ୧ନଂ ପ୍ଲାଟଫର୍ମରେ ଏକ ଗରମ ଓ ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ମେସିନ ଲାଗିଥିଲା । କିନ୍ତୁ ଏହି ମେସିନରୁ ଖାଲି ମାଟିଆ ଗୋଳିଆ ପାଣି ବାହାରୁଛି । ଯାହା କି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହି ପାଣିକୁ କୌଣସି ଜାଗାରେ ରଖିଲେ ତଳେ ଏକ ମାଟିର ପରସ୍ତ ବସିଯାଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଯାତ୍ରୀମାନେ ଏହି ପାଣିକୁ ବିଶୁଦ୍ଧ ଭାବି ପିଉଥିବା ଦେଖିବାକୁ ମିଳୁଛି । ତେଣୁ ତୁରନ୍ତ ଷ୍ଟେସନ କର୍ତ୍ତୃପକ୍ଷ କିପରି ବିଶୁଦ୍ଧ ଜଳ ଯାତ୍ରୀଙ୍କୁ ମିଳିପାରିବ ସେଥିପ୍ରତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ